or_tn/rom/03/24.md

1.4 KiB

they are freely justified by his grace through the redemption that is in Christ Jesus

ଏଠାରେ “ଧାର୍ମିକ ଗଣିତ ହୋଇଅଛୁ” ଈଶ୍ବରଙ୍କ ସହିତ ଯଥାର୍ଥ ହେବା ବିଷୟକୁ ଦର୍ଶାଏ। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଗୋଟିଏ ବିନା ମୂଲ୍ୟର ଦାନ ଭାବରେ ଈଶ୍ବର ସେମାନଙ୍କୁ ତାହଙ୍କ ସହିତ ଯଥାର୍ଥ କରନ୍ତି, କାରଣ ଯୀଶୁ ଖ୍ରୀଷ୍ଟ ସେମାନଙ୍କୁ ମୁକ୍ତ କରନ୍ତି” (ଦେଖ:[[rc:///ta/man/translate/figs-explicit]] ଓ [[rc:///ta/man/translate/figs-activepassive]])

they are freely justified

ଏହାର ଅର୍ଥ ଏହି ଯେ ସେମାନେ ବିନା ମୂଲ୍ୟରେ ବା ଯୋଗ୍ୟତାବିନୁ ଧାର୍ମିକ ଗଣିତ ହୋଇଛନ୍ତି। ଈଶ୍ବର ବିନା ମୂଲ୍ୟରେ ସେମାନଙ୍କୁ ଧାର୍ମିକ ଗଣନା କରନ୍ତି I ଅନ୍ୟ ଏକ ଅନୁବାଦରେ: “ସେମାନେ ବିନା ମୂଲ୍ୟରେ ଈଶ୍ବରଙ୍କ ସହିତ ଧାର୍ମିକ ଗଣିତ ହୋଇଅଛନ୍ତି”