or_tn/rom/03/18.md

916 B

their

“ସେମାନଙ୍କର” ଶବ୍ଦଟି “ଯିହୂଦୀମାନଙ୍କୁ ଓ ଗ୍ରୀକମାନଙ୍କୁ ଦର୍ଶାଏ ରୋମୀୟ ୩:୯

There is no fear of God before their eyes

ଏଠାରେ “ଭୟ” ଏକ ଉପମା ଅଟେ, ଯାହା ଈଶ୍ବରଙ୍କ ପ୍ରତି ଥିବା ସମ୍ମାନ ଭାବକୁ ଓ ତାଙ୍କୁ ସମ୍ମାନ ଦେବାପାଇଁ ଇଚ୍ଛା ଥିବା ମନୋଭାବକୁ ଦର୍ଶାଏ। ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟେକ ଜଣ ଈଶ୍ବରଙ୍କୁ ସମ୍ମାନ ଦେବାକୁ ପ୍ରତ୍ୟାଖ୍ୟାନ କରନ୍ତି, ଯାହା ସେ ପାଇଁବା ପାଇଁ ଯୋଗ୍ୟ ଅଟନ୍ତି” (ଦେଖ:rc://*/ta/man/translate/figs-synecdoche)