or_tn/rom/03/14.md

4 lines
802 B
Markdown

# Their mouths are full of cursing and bitterness
ଏଠାରେ “ମୁଖ” ଏକ ଉପମା ଅଟେ, ଯାହା ଲୋକମାନଙ୍କର ମନ୍ଦ କଥାକୁ ପ୍ରତିପାଦନ କରେ। ଲୋକମାନେ କେତେ ଥର ତିକ୍ତ କଥା କହନ୍ତି ଓ ଅଭିଶାପ ଦିଅନ୍ତି, ତାହା ବୁଝାଇବାକୁ “ସଂପୂର୍ଣ୍ଣ” ଶବ୍ଦଟି ଅତ୍ୟୁକ୍ତି ଭାବରେ କୁହାଯାଇଛି । ଅନ୍ୟ ଏକ ଅନୁବାଦରେ: “ସେମାନେ ଅଭିଶାପ ଓ ନିଷ୍ଠୁର କଥା ସବୁବେଳେ କୁହନ୍ତି” (ଦେଖ:[[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-hyperbole]])