or_tn/rom/03/07.md

877 B

But if the truth of God through my lie provides abundant praise for him, why am I still being judged as a sinner?

ଏଠାରେ ପାଉଲ କଳ୍ପନା କରି କହନ୍ତି ଯେ କେହି ଜଣେ ଖ୍ରୀଷ୍ଟିୟାନ ସୁସମାଚାରକୁ ଅସ୍ବୀକାର କରୁଅଛନ୍ତି। ସେହି ବିରୋଧୀ ଯୁକ୍ତି କରି କହେ, ଯେହେତୁ ତାହାର ପାପ ଈଶ୍ବରଙ୍କ ଧାର୍ମିକତାକୁ ପ୍ରକାଶ କରେ, ତେଣୁ ବିଚାର ଦିନରେ ଈଶ୍ବର ତାହାକୁ ପାପୀ ବୋଲି ଘୋଷଣା କରିବା ଉଚିତ୍ ନୁହେଁ, ଉଦାହରଣ ସ୍ବରୂପେ, ସେ ଯଦି ମିଥ୍ୟା କହନ୍ତି। (ଦେଖ:rc://*/ta/man/translate/figs-rquestion)