or_tn/rom/03/05.md

1.7 KiB

But if our unrighteousness shows the righteousness of God, what can we say? Can we say that God is unrighteous to bring his wrath upon us?

ପାଉଲ ଏହି ପ୍ରଶ୍ନଗୁଡିକର ବ୍ୟବହାର କରନ୍ତି ଏଥିପାଇଁ ଯେ, କେତେକ ଲୋକ ଯୁକ୍ତି ତର୍କ କରୁଥିଲେ ଓ ତାହାଙ୍କ ପାଠକମାନେ ଏହି ବିଷୟରେ ଜାଣିବା ଦରକାର ଯେ ଏହି ଯୁକ୍ତି ତର୍କ ସତ୍ୟ କି ନୁହେଁ। ଅନ୍ୟ ଏକ ଅନୁବାଦରେ: “କେତେକ ଲୋକ କହନ୍ତି ଯେ ଯେହେତୁ ଆମ୍ଭମାନଙ୍କର ଅଧାର୍ମିକତା, ଈଶ୍ବରଙ୍କ ଧାର୍ମିକତାକୁ ପ୍ରକାଶ କରେ, ସେଥିପାଇଁ ଯେତେବେଳେ ସେ ଆମ୍ଭମାନଙ୍କୁ ଦଣ୍ଡିତ କରନ୍ତି, ପରମେଶ୍ବର ଅଧାର୍ମିକ ଅଟନ୍ତି” (ଦେଖ: rc://*/ta/man/translate/figs-rquestion)

to bring his wrath

ଏଠାରେ “କ୍ରୋଧ” ଦଣ୍ଡର ଉପମା ଅଟେ I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ଉପରେ ତାହାଙ୍କ ଦଣ୍ଡ ଆଣିବା ନିମନ୍ତେ” ବା “ଆମ୍ଭମାନଙ୍କୁ ଦଣ୍ଡିତ କରିବା ନିମନ୍ତେ” (ଦେଖ:rc://*/ta/man/translate/figs-metonymy)

I am using a human argument

ମୁଁ ଏଠାରେ କହୁଅଛି ଯାହା କେତେକ ଲୋକ କହନ୍ତି ବା “ଏହା କେତେକ ଲୋକ କହନ୍ତି”