or_tn/rom/03/04.md

3.1 KiB

May it never be

ଏହି ଅଭିବ୍ୟକ୍ତି ଦୃଢତାର ସହିତ ଅଗ୍ରାହ୍ୟ କରୁଅଛି ଯେ ଏହା ହୋଇପାରେ। ତୁମ୍ଭମାନଙ୍କ ଭାଷାରେ ଏହି ପ୍ରକାରର ଅଭିବ୍ୟକ୍ତି ଥାଇପାରେ, ତାହା ତୁମ୍ଭେମାନେ ଏଠାରେ ବ୍ୟବହାର କରିପାର। “ତାହା ସମ୍ଭବ ନୁହେଁ!” ବା “ନିଶ୍ଚିତ ରୂପରେ ନୁହେଁ!”

Instead, let be found

ଏହା ବଦଳରେ ଆମ୍ଭେମାନେ ଏହା କହିବା ଉଚିତ୍, ଏହି ପରି ହେଉ

let God be found to be true

ଈଶ୍ବର ସବୁବେଳେ ସତ୍ୟ ହୋଇ ରହିବେ ଓ ତାହାଙ୍କ ପ୍ରତିଜ୍ଞାଗୁଡ଼ିକୁ ସଫଳ କରିବେ। ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଯାହା ପ୍ରତିଜ୍ଞା କରିଅଛନ୍ତି, ସେ ସବୁବେଳେ ତାହା କରିବେ” (ଦେଖ:rc://*/ta/man/translate/figs-explicit)

even though every man is a liar

ଗୁରୁତ୍ବ ଦେବାପାଇଁ “ପ୍ରତ୍ୟେକ” ଓ “ମିଥ୍ୟାବାଦୀ” ଶବ୍ଦଗୁଡ଼ିକ ଅତ୍ୟୁକ୍ତିଭାବରେ ଏଠାରେ ବ୍ୟବହାର କରାଯାଇଛି, ଈଶ୍ବର ତାହାଙ୍କ ପ୍ରତିଜ୍ଞାଗୁଡିକ ପ୍ରତି ସର୍ବଦା ସତ୍ୟ ଅଟନ୍ତି। ଅନ୍ୟ ଏକ ଅନୁବାଦରେ: “ଯଦିଓ ପ୍ରତ୍ୟେକ ମନୁଷ୍ୟ ମିଥ୍ୟାବାଦୀ ହୋଇଥାନ୍ତେ” (ଦେଖ:rc://*/ta/man/translate/figs-hyperbole)

As it has been written

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ମୁଁ ଯାହା କହୁଅଛି, ପବିତ୍ର ଶାସ୍ତ୍ର ତାହା ପ୍ରମାଣିତ କରୁଅଛି” (ଦେଖ:rc://*/ta/man/translate/figs-activepassive)

That you might be shown to be righteous in your words, and that you might prevail when you come into judgment

ଏହି ଦୁଇଟି ବାକ୍ୟାଂଶରେ ସାମାନ ଅର୍ଥ ଅଛି I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟେକ ଜଣ ସ୍ବୀକାର କରିବା ଦରକାର ଯେ ତୁମ୍ଭେମାନେ ଯାହା କହୁଅଛ ତାହା ସତ୍ୟ ଅଟେ, ତାହାହେଲେ ତୁମ୍ଭେମାନେ ସବୁବେଳେ ବିଜୟ ହୋଇପାରିବ ଯେତେବେଳେ କେହି ଜଣେ ତୁମ୍ଭମାନଙ୍କୁ ଦୋଷାରୋପ କରିବ” (ଦେଖ:[[rc:///ta/man/translate/figs-parallelism]] ଓ [[rc:///ta/man/translate/figs-activepassive]])