or_tn/rom/03/03.md

4 lines
717 B
Markdown

# For what if some Jews were without faith? Will their unbelief abolish God's faithfulness?
ପାଉଲ ଲୋକମାନଙ୍କୁ ଭାବିବାପାଇଁ ଏହି ପ୍ରଶ୍ନଗୁଡିକର ବ୍ୟବହାର କରନ୍ତି। ଅନ୍ୟ ଏକ ଅନୁବାଦରେ: “କେତକ ଯିହୂଦୀ ଈଶ୍ବରଙ୍କ ପ୍ରତି ବିଶ୍ବାସଯୋଗ୍ୟ ନୁହନ୍ତି, ଈଶ୍ବର ତାହାଙ୍କ ପ୍ରତିଜ୍ଞା ସଫଳ କରିବେ ନାହିଁ ବୋଲି କ’ଣ ଆମ୍ଭେମାନେ ଏଥିରେ ଶେଷ କରିବା ଉଚିତ୍?” (ଦେଖ:[[rc://*/ta/man/translate/figs-rquestion]])