or_tn/rom/02/29.md

1.8 KiB

he is a Jew who is one inwardly, and circumcision is that of the heart

ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ । ପ୍ରଥମ ବାକ୍ୟାଂଶଟି, “ଯେଉଁ ଜଣ ଅନ୍ତରରୁ ଯିହୂଦୀ, ସେ ଜଣେ ଯିହୂଦୀ ଅଟେ,” ଦ୍ବିତୀୟ ବାକ୍ୟାଂଶଟି ବର୍ଣନା କରେ, “ସୁନ୍ନତ ଏହା, ଯାହା ହୃଦୟରେ କରାଯାଇଥାଏ.” (ଦେଖ:rc://*/ta/man/translate/figs-parallelism)

inwardly

ଏହା ଜଣେ ବ୍ୟକ୍ତିର ମୁଲ୍ୟବୋଧ ଓ ପ୍ରେରଣାଗୁଡିକୁ ସୂଚିତ କରେ, ଯାହାକୁ ଈଶ୍ବର ପରିବର୍ତ୍ତନ କରିଅଛନ୍ତି I

of the heart

ଏଠାରେ “ହୃଦୟ” ଆନ୍ତରିକ ମନୁଷ୍ୟର ଏକ ଲକ୍ଷଣ ସୂଚକ ଶବ୍ଦ ଅଟେ I (ଦେଖ:rc://*/ta/man/translate/figs-metonymy)

in the Spirit, not in the letter

ଏଠାରେ “ଅକ୍ଷର” ଏକ ସୂଚନାତ୍ମକ ଶବ୍ଦ ଅଟେ, ଯାହା ଲିଖିତ ପବିତ୍ର ଶାସ୍ତ୍ରକୁ ଦର୍ଶାଏ। ଅନ୍ୟ ଏକ ଅନୁବାଦରେ: “ପବିତ୍ର ଆତ୍ମାଙ୍କ କାର୍ଯ୍ୟ ଦ୍ବାରା, ତୁମ୍ଭେମାନେ ଶାସ୍ତ୍ର ଜାଣିଥିବା ସକାଶୁ ନୁହେଁ” (ଦେଖ:rc://*/ta/man/translate/figs-synecdoche)

in the Spirit

ଏହା ଜଣେ ବ୍ୟକ୍ତିର ଆନ୍ତରିକ, ଆତ୍ମିକ ଅଂଶକୁ ଦର୍ଶାଏ, ଯାହା “ଈଶ୍ବରଙ୍କ ଆତ୍ମା” ପରିବର୍ତ୍ତନ କରିଥାନ୍ତି।