or_tn/rom/02/24.md

782 B

the name of God is blasphemed among the Gentiles

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ଅନେକ ବିଜାତୀୟମାନେ ଈଶ୍ବରଙ୍କ ନାମକୁ ନିନ୍ଦିତ କରିଥାନ୍ତି” (ଦେଖ:rc://*/ta/man/translate/figs-activepassive)

name of God

“ନାମ” ଶବ୍ଦଟି ଏକ ଲକ୍ଷଣସୂଚକ ଶବ୍ଦ ଅଟେ, ଯାହା ଈଶ୍ବରଙ୍କ ସମ୍ପୂର୍ଣ୍ଣତାକୁ ଦର୍ଶାଏ, କେବଳ ତାହାଙ୍କ ନାମକୁ ନୁହେଁ I (ଦେଖ:rc://*/ta/man/translate/figs-metonymy)