or_tn/rom/02/23.md

857 B

You who boast in the law, do you dishonor God by breaking the law?

ପାଉଲ ତାହାଙ୍କ ଶ୍ରୋତାମାନଙ୍କୁ ଭର୍ତ୍ସନା କରିବା ପାଇଁ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି। ତୁମ୍ଭେମାନେ ଏହାକୁ ଏକ ଦୃଢ ଉକ୍ତି ରୂପରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏହା ଦୁଷ୍ଟତା ଅଟେ ଯେ ତୁମ୍ଭେମାନେ ବ୍ୟବସ୍ଥା ସକାଶୁ ଗର୍ବ କରୁଅଛ ଓ ସେହି ସମୟରେ ତୁମ୍ଭେମାନେ ଏହାକୁ ଅମାନ୍ୟ କରୁଅଛ ଓ ଈଶ୍ବରଙ୍କୁ ଲଜ୍ଜିତ କରୁଅଛ!” (ଦେଖ:rc://*/ta/man/translate/figs-rquestion)