or_tn/rom/02/21.md

1.6 KiB

You who teach others, do you not teach yourself?

ପାଉଲ ତାହାଙ୍କ ଶ୍ରୋତାମାନଙ୍କୁ ଭର୍ତ୍ସନା କରିବା ପାଇଁ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି। ତୁମ୍ଭେମାନେ ଏହାକୁ ଏକ ଦୃଢ ଉକ୍ତି ରୂପରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଅନ୍ୟକୁ ଶିକ୍ଷା ଦେଇଥାଅ, କିନ୍ତୁ ତୁମ୍ଭେ ନିଜକୁ ଶିକ୍ଷା ଦେଇ ନ ଥାଅ!” ବା “ତୁମ୍ଭେମାନେ ଅନ୍ୟକୁ ଶିକ୍ଷା ଦେଉଅଛ, କିନ୍ତୁ ତୁମ୍ଭେମାନେ ଯାହା ଶିକ୍ଷା ଦେଉଅଛ, ତଦନୁସାରେ କର୍ମ କରି ନ ଥାଅ!” (ଦେଖ:rc://*/ta/man/translate/figs-rquestion)

You who preach against stealing, do you steal?

ପାଉଲ ତାହାର ଶ୍ରୋତାମାନଙ୍କୁ ଭର୍ତ୍ସନା କରିବାପାଇଁ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି। ତୁମ୍ଭେମାନେ ଏହାକୁ ଏକ ଦୃଢ ଉକ୍ତି ରୂପରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଲୋକମାନଙ୍କୁ କହୁଥାଅ, ଚୋରିକର ନାହିଁ, କିନ୍ତୁ ତୁମ୍ଭେମାନେ ନିଜେ ଚୋରି କରୁଅଛ!” (ଦେଖ:rc://*/ta/man/translate/figs-rquestion)