or_tn/rom/02/19.md

979 B

you yourself are a guide to the blind, a light to those who are in darkness

ଏଠାରେ “ଅନ୍ଧ” ଓ “ଯେଉଁମାନେ ଅନ୍ଧକାରରେ ଚାଲୁଅଛନ୍ତି” ଏହି ବାକ୍ୟାଂଶଟି ବ୍ୟବସ୍ଥାକୁ ବୁଝିପାରୁ ନା ଥିବା ଲୋକମାନଙ୍କୁ ବୁଝାଏ। ଅନ୍ୟ ଏକ ଅନୁବାଦରେ: “କାରଣ ତୁମ୍ଭେମାନେ ବ୍ୟବସ୍ଥା ବିଷୟରେ ଶିକ୍ଷା ଦେଇଥାଅ, ତୁମ୍ଭେମାନେ ନିଜେ ଅନ୍ଧ ଲୋକମାନଙ୍କ ପାଇଁ ଏକ ମାର୍ଗ ଦର୍ଶକ ପରି ଅଟ, ଓ ତୁମ୍ଭେମାନେ ଅନ୍ଧକାରରେ ହଜିଯାଇଥିବା ଲୋକମାନଙ୍କପାଇଁ ଆଲୋକ ସଦୃଶ ଅଟ” (ଦେଖ:[[rc:///ta/man/translate/figs-parallelism]] ଓ [[rc:///ta/man/translate/figs-metaphor]])