or_tn/rom/02/18.md

633 B

know his will

ଓ ଈଶ୍ବରଙ୍କ ଇଚ୍ଛାକୁ ଜାଣୁଅଛ

because you have been instructed from the law

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ। ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥାରୁ ଲୋକମାନେ ତୁମ୍ଭମାନଙ୍କୁ ଶିକ୍ଷା ଦେଇଅଛନ୍ତି କ’ଣ ଉତ୍ତମ” ବା “କାରଣ ତୁମ୍ଭେମାନେ ବ୍ୟବସ୍ଥାଠାରୁ ଶିଖିଅଛ” (ଦେଖ:rc://*/ta/man/translate/figs-activepassive)