or_tn/rom/02/14.md

974 B

Gentiles, who do not have the law ... are a law to themselves

“ବ୍ୟବସ୍ଥାଧୀନ” ବାକ୍ୟଟି ଏକ ରୂଢ଼ି ଅଟେ, ଯାହାର ଅର୍ଥ ଏହି ଲୋକମାନେ ଈଶ୍ବରଙ୍କ ବ୍ୟବସ୍ଥାକୁ ପାଳନ କରନ୍ତି I ଅନ୍ୟ ଏକ ଅନୁବାଦରେ: “ସେମାନଙ୍କ ନିକଟରେ ଈଶ୍ବରଙ୍କ ବ୍ୟବସ୍ଥା ରହିଛି” (ଦେଖ:rc://*/ta/man/translate/figs-idiom)

they do not have the law

ଏଠାରେ “ବ୍ୟବସ୍ଥା” ମୋଶାଙ୍କ ବ୍ୟବସ୍ଥାକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ପ୍ରକୃତରେ ସେମାନଙ୍କ ନିକଟରେ ବ୍ୟବସ୍ଥା ନାହିଁ, ଯାହା ପରମେଶ୍ବର ମୋଶାଙ୍କୁ ଦେଇଥିଲେ” (ଦେଖ:rc://*/ta/man/translate/figs-explicit)