or_tn/rom/02/04.md

2.3 KiB

Or do you think so little of the riches of his goodness, his delayed punishment, and his patience ... repentance?

ଗୁରୁତ୍ବର ଭାବକୁ ପ୍ରକାଶ କରିବା ପାଇଁ ଏହି ଟିପ୍ପଣୀ ପ୍ରଶ୍ନ ବାଚକରେ ପ୍ରକାଶିତ କରାଯାଉଛି । ତୁମ୍ଭେମାନେ ଏହି ପ୍ରଶ୍ନକୁ ଏକ ଦୃଢ ନାକାରାତ୍ମକ ବାକ୍ୟରେ ମଧ୍ୟ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ଏହା କିଛି ନୁହେଁ, କାରଣ ଈଶ୍ବର ଉତ୍ତମ ଅଟନ୍ତି, ସେ ଲୋକମାନଙ୍କୁ ଦଣ୍ଡିତ କରିବା ପୁର୍ବରୁ ଅପେକ୍ଷା କରି ରୁହନ୍ତି, କାଳେ ସେମାନେ ତାହଙ୍କ ମଙ୍ଗଳ ଦୟା ସକାଶୁ ମନ ଫେରାଇ ତାହାଙ୍କ ନିକଟକୁ ଆସିବେ ବୋଲି ମନେ କରି ତୁମ୍ଭମାନେ ଏହି ପ୍ରକାରେ ଜୀବନ ଅତିବାହିତ କର ନାହିଁ”। (ଦେଖ:rc://*/ta/man/translate/figs-rquestion)

Do you think so little of the riches ... patience

ଧନୀମାନଙ୍କ ବିଷୟରେ ଚିନ୍ତ କରି ଦେଖ ... ଧୈର୍ଯ୍ୟ ଅନୁପଯୁକ୍ତ ବା “ବିଚାରକର... ଭଲ ନୁହେଁ”

Do you not know that his goodness is meant to lead you to repentance?

ଗୁରୁତ୍ବ ଭାବ ଦେବା ପାଇଁଏହି ଟିପ୍ପଣୀକୁ ଏକ ପ୍ରଶ୍ନରୂପରେ ପ୍ରର୍ଦଶିତ କରାଯାଇଛି । ତୁମ୍ଭେମାନେଏହାକୁ ଏକ ଦୃଢ ବାକ୍ୟରେ ମଧ୍ୟ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଜାଣିବା ଉଚିତ ଯେ ଈଶ୍ବର ଉତ୍ତମ ଅଟନ୍ତି ବୋଲି ତୁମ୍ଭମାନଙ୍କୁ ଦେଖାଇଅଛନ୍ତି, ଯଦ୍ଦ୍ବାରା ତୁମ୍ଭେମାନେ ମନ ପରିବର୍ତ୍ତନ କରିପାର!” (ଦେଖ:rc://*/ta/man/translate/figs-rquestion)