or_tn/rom/02/03.md

1.7 KiB

But consider this

ଏହା ଉପରେ ବିଚାର କର ଓ “ଅତଏବ, ଏହାର ବିଚାର କର”

consider this

ମୁଁ ତୁମ୍ଭମାନଙ୍କୁ ଯେଉଁ ବିଷୟରେ କହିବାକୁ ଯାଉଅଛି, ସେହି ବିଷୟରେ ଚିନ୍ତା କରି ଦେଖ

person

“ତୁମ୍ଭେମାନେ ଯିଏ ହୁଅ ନା କାହିକି” ଏହି ଶବ୍ଦଟି ଜଣେ ସାଧାରଣ ବ୍ୟକ୍ତିଙ୍କ ପାଇଁ ବ୍ୟବହାର କର

you who judge those who practice such things although you do the same things

ତୁମ୍ଭେମାନେ କହିଥାଅ ଯେ କେହି ଜଣେ ବା ଦୁଷ୍ଟ ବ୍ୟକ୍ତି ଜଣକ ଈଶ୍ବରଙ୍କ ଦଣ୍ଡ ପାଇଁବାର ଯୋଗ୍ୟ ଅଟେ, କିନ୍ତୁ ତୁମ୍ଭେମାନେ ସେହି ପ୍ରକାରେ ଦୁଷ୍ଟ କାର୍ଯ୍ୟ କରିଥାଅ।

Will you escape from the judgment of God?

ଗୁରୁତ୍ବର ଭାବକୁ ପ୍ରକାଶ କରିବା ପାଇଁଏହି ଟିପ୍ପଣୀକୁ ପ୍ରଶ୍ନ ବାଚକରେ ପ୍ରକାଶିତ କରାଯାଉଛି । ତୁମ୍ଭେମାନେ ଏହି ପ୍ରଶ୍ନକୁ ଏକ ଦୃଢ ନାକାରାତ୍ମକ ବାକ୍ୟରେ ମଧ୍ୟ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ନିଶ୍ଚିତ ରୂପରେ ପରମେଶ୍ବରଙ୍କ ନ୍ୟାୟରୁ ପଳାୟନ କରିପାରିବ ନାହିଁ!” (ଦେଖ:rc://*/ta/man/translate/figs-rquestion)