or_tn/rom/01/29.md

1.4 KiB

They have been filled with

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନଙ୍କ ମଧ୍ୟରେ ଏକ ଦୃଢ ଇଚ୍ଛା ରହିଛି” ବା “ସେମାନଙ୍କର ଦୃଢ ଇଚ୍ଛା ରହିଛି କାର୍ଯ୍ୟ କରିବାକୁ” (ଦେଖ:rc://*/ta/man/translate/figs-activepassive)

They are full of envy, murder, strife, deceit, and evil intentions

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କେତେକ ଲୋକ ଅନ୍ୟ ଲୋକମାନଙ୍କୁ ସର୍ବଦା ଈର୍ଷା କରୁଅଛନ୍ତି ... କେତେକ ଲୋକ ସର୍ବଦା ହତ୍ୟା କରିବାକୁ ଇଚ୍ଛା କରୁଅଛନ୍ତି...ଲୋକମାନଙ୍କ ମଧ୍ୟରେ ଯୁକ୍ତି ତର୍କ ଓ ବିବାଦ କରୁଅଛନ୍ତି... ଅନ୍ୟମାନଙ୍କୁ ପ୍ରବଞ୍ଚନା କରିବାକୁ... ଅନ୍ୟମାନଙ୍କ ବିଷୟରେ ଘୃଣାର କଥା କହିବା ନିମନ୍ତେ” (ଦେଖ:rc://*/ta/man/translate/figs-activepassive)