or_tn/rom/01/23.md

1.1 KiB

They exchanged the glory of the imperishable God

ସତ୍ୟକୁ ବିକି ଅଛନ୍ତି ବା ବଦଲାଇ ଦେଇଛନ୍ତି ଯେ ଈଶ୍ବର ଗୌରବମୟ ଅଟନ୍ତି ଓ କେବେ ମୃତ୍ୟୁବରଣ କରିବେ ନାହିଁ ବା “ଈଶ୍ବର ଗୌରବମୟ ଓ କେବେ ହେଁ ମୃତ୍ୟୁଭୋଗ କରିବେ ନାହିଁ ବୋଲି ବିଶ୍ବାସ ତ୍ୟାଗ କରିବା ”

for the likenesses of an image

ପ୍ରତି ବଦଳରେ ସେମାନେ ମୂର୍ତ୍ତିଗୁଡିକୁ ପୂଜା କରିବା ପସନ୍ଦ କଲେ, ଯାହା ସେମାନଙ୍କ ପରି ଦେଖାଯାଉଥିଲା

of perishable man

କିଛି ମନୁଷ୍ୟ ଯେଉଁମାନେ ମୃତ୍ୟୁଭୋଗ କରିବେ

of birds, of four-footed beasts, and of creeping things

ବା ପକ୍ଷୀମାନଙ୍କ ପରି, ଚତୁଷ୍ପଦ ପ୍ରାଣୀ, ଓ ସରୀସୃପମାନଙ୍କପରି ଦେଖାଯାଉଥିଲା