or_tn/rom/01/04.md

1.4 KiB

Connecting Statement:

ପାଉଲ ତାହାଙ୍କ ପ୍ରଚାର କରିବାର ଦାୟିତ୍ବ ବିଷୟରେ ଏଠାରେ କହନ୍ତି I

he was declared with power to be the Son of God

“ସେ” ଶବ୍ଦ ଯୀଶୁ ଖ୍ରୀଷ୍ଟଙ୍କୁ ସୂଚାଏ। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତାହାଙ୍କୁ ପରାକ୍ରମରେ ଈଶ୍ବରଙ୍କ ପୁତ୍ର ବୋଲି ଘୋଷଣା କଲେ” (ଦେଖ:rc://*/ta/man/translate/figs-activepassive)

by the resurrection from the dead

ତାହାଙ୍କୁ ମୃତ ଲୋକମାନଙ୍କ ମଧ୍ୟରୁ ଜୀବିତ କରିବ ଦ୍ବାରା। ଏହି ବାକ୍ୟଟି ଏହି ଭୂମଣ୍ଡଳରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ବିଷୟରେ ପ୍ରକାଶ କରେ, ଓ ପୁନର୍ବାର ଜୀବିତ ହେବା ବାକ୍ୟକୁ ଏମିତି କୁହାଯାଇଛି, ସତେ ଯେମିତି ସେମାନଙ୍କ ମଧ୍ୟରୁ ପୁନରୁତ୍ଥିତ ହୋଇଅଛନ୍ତି।

Spirit of holiness

ଏହା ପବିତ୍ର ଆତ୍ମାଙ୍କୁ ଦର୍ଶାଏ I