or_tn/rev/22/intro.md

1.6 KiB
Raw Permalink Blame History

ପ୍ରକାଶିତ ବାକ୍ୟ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

ଏହି ଅଧ୍ୟାୟ ଗୁରୁତ୍ବ ଦିଏ ଯେ ଯୀଶୁ ଶୀଘ୍ର ଆସୁଅଛନ୍ତି I

ଏହି ଅଧ୍ୟାୟର ବିଶେଷ ଧାରଣା

ଜୀବନ ବୃକ୍ଷ

ଏଦନ ଉଦ୍ୟାନରେ ଥିବା ଜୀବନ ବୃକ୍ଷ ଓ ଏହି ଅଧ୍ୟାୟରେ ଉଲ୍ଲେଖିତ ଜୀବନ ବୃକ୍ଷ ମଧ୍ୟରେ ସମ୍ଭବତଃ ଗୋଟିଏ ଇଚ୍ଛାକୃତ ସଂଯୋଗ ରହିଛି I ଏଦନରେ ଆରମ୍ଭ ହୋଇଥିବା ଅଭିଶାପ ଏହି ସମୟରେ ଅନ୍ତ ହେବ I

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟାମାନ

କ ଓ କ୍ଷ

ଏହି ନାମ ଗୁଡିକ ଗ୍ରୀକ୍ ବର୍ଣ୍ଣମାଳାର ପ୍ରଥମ ଓ ଶେଷ ଅକ୍ଷର ଅଟେ I ୟୁ ଏଲ୍ ଟି ସେଗୁଡିକର ନାମକୁ ଇଂରାଜୀ ଭାଷାରେ ବନାନ କରିଥାଏ I ଅନୁବାଦକମାନଙ୍କ ନିମନ୍ତେ ଏହା ଏକ ଆଦର୍ଶ ହୋଇପାରେ I କେତେକ ଅନୁବାଦକମାନେ, ସେମାନଙ୍କ ନିଜ ଭାଷାର ପ୍ରଥମ ଓ ଶେଷ ଅକ୍ଷର ବ୍ୟବହାର କରିବାକୁ ସ୍ଥିର କରିପାରନ୍ତି I ଓଡ଼ିଆରେ ଏହା “କ ଓ କ୍ଷ” ହେବ I