or_tn/rev/22/17.md

2.1 KiB
Raw Permalink Blame History

Connecting Statement:

ଏହି ପଦ ଯୀଶୁ ଯାହା କହିଲେ, ତାହାର ପ୍ରତ୍ୟୁତ୍ତର ଅଟେ I

the Bride

ବିଶ୍ବାସୀମାନଙ୍କ ବିଷୟରେ କୁହାଯାଏ ଯେପରି ସେମାନେ ଏକ କନ୍ୟା ସଦୃଶ ଥିଲେ, ଯେ ଆପଣା ବର ସହିତ ବିବାହ ହେବା ନିମନ୍ତେ ପ୍ରସ୍ତୁତ ଅଟେ I (ଦେଖ: rc://*/ta/man/translate/figs-metaphor)

Come!

ସମ୍ଭାବିତ ଅର୍ଥ ଗୁଡିକ ୧) ଯେ, ଏହା ଜୀବନଦାୟକ ଜଳ ପାନ କରିବାକୁ ଲୋକମାନଙ୍କ ନିମନ୍ତେ ଏହା ଏକ ନିମନ୍ତ୍ରଣ ଅଟେ I ଅନ୍ୟଏକ ଅନୁବାଦରେ: “ଆସ ଓ ପାନ କର!” କିମ୍ବା ) ଯେ ଏହା ଯୀଶୁଙ୍କ ନିମନ୍ତେ ପୁନରାଗମନ କରିବା ନିମନ୍ତେ ଏକ ବିନମ୍ର ନିବେଦନ ଅଟେ I ଅନ୍ୟଏକ ଅନୁବାଦରେ: “ଦୟାକରି ଆସନ୍ତୁ!” (ଦେଖ: rc://*/ta/man/translate/figs-explicit)

Whoever is thirsty ... the water of life

ଅନନ୍ତ ଜୀବନ ନିମନ୍ତେ ଜଣେ ବ୍ୟକ୍ତିର ଅଭିଳାଷ ବିଷୟରେ କୁହାଯାଏ ଯେପରି ଏହା ଏକ ତୃଷା ଓ ଅନନ୍ତ ଜୀବନ ପାଉଥିବା ବ୍ୟକ୍ତି ବିଷୟରେ କୁହାଯାଏ ଯେପରି ସେ ଜୀବନଦାୟକ ଜଳ ପାନ କରୁଅଛି I (ଦେଖ: rc://*/ta/man/translate/figs-metaphor)ଅନନ୍ତ

the water of life

ଅନନ୍ତ ଜୀବନ ବିଷୟରେ କୁହାଯାଏ ଯେପରି ଏହା ଜୀବନଦାୟକ ଜଳ ଦ୍ବାରା ମିଳିଥାଏ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୨୧:୬ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/figs-metaphor)