or_tn/rev/22/15.md

599 B

Outside

ଏହାର ଅର୍ଥ ସେମାନେ ନଗରର ବାହାରେ ଅଛନ୍ତି ଓ ପ୍ରବେଶ କରିବାକୁ ଅନୁମତି ନାହିଁ I

are the dogs

ସେହି ସଂସ୍କୃତିରେ କୁକୁର ଏକ ଅଶୁଚି, ଘୃଣିତ ପଶୁ ଅଟେ I ଏଠାରେ “କୁକୁରମାନେ” ଶବ୍ଦଟି ପରିହାସ ମୂଳକ ଓ ଦୁଷ୍ଟ ଲୋକମାନଙ୍କୁ ବୁଝାଏ I (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-explicit]])