or_tn/rev/22/06.md

1.9 KiB
Raw Permalink Blame History

General Information:

ଏହା ଯୋହନଙ୍କ ଦର୍ଶନ ସମାପ୍ତିର ଆରମ୍ଭ ଅଟେ I ୬ ପଦରେ ଦୂତ ଯୋହନଙ୍କୁ କହୁଛନ୍ତି I ୭ ପଦରେ, ଯୀଶୁ କହୁଛନ୍ତି I USTରେ ଯେପରି ଅଛି, ସେପରି ଏହାକୁ ସ୍ପଷ୍ଟଭାବରେ ଦେଖାଇ ଦିଆଯାଇ ପାରିବ I (ଦେଖ: rc://*/ta/man/translate/figs-explicit)

These words are trustworthy and true

ଏଠାରେ “ବାକ୍ୟ” ସେମାନେ ପ୍ରସ୍ତୁତ କରିଥିବା ବାର୍ତ୍ତାକୁ ବୁଝାଏ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୨୧:୫ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଏହି ବାର୍ତ୍ତା ବିଶ୍ବସନୀୟ ଓ ସତ୍ୟ ଅଟେ” (ଦେଖ: rc://*/ta/man/translate/figs-metonymy)

the God of the spirits of the prophets

ସମ୍ଭାବିତ ଅର୍ଥ ଗୁଡିକ ୧) “ଆତ୍ମାଗଣ” ଶବ୍ଦ ଭାବବାଦୀମାନଙ୍କ ଆନ୍ତରିକ ଗୁଣକୁ ବୁଝାଏ ଓ ସୂଚାଇଦିଏ ଯେ ଈଶ୍ବର ସେମାନଙ୍କୁ ପ୍ରେରଣା ଦିଅନ୍ତି I ଅନ୍ୟଏକ ଅନୁବାଦରେ: “ଭାବବାଦୀମାନଙ୍କୁ ପ୍ରେରଣା ଦେଉଥିବା ଈଶ୍ବର” କିମ୍ବା ) “ଆତ୍ମାଗଣ” ଶବ୍ଦ ପବିତ୍ର ଆତ୍ମାଙ୍କୁ ବୁଝାଏ, ଯେ ଭାବବାଦୀମାନଙ୍କୁ ପ୍ରେରଣା ଦିଅନ୍ତି I ଅନ୍ୟଏକ ଅନୁବାଦରେ: “ଭାବବାଦୀମାନଙ୍କୁ ଆପଣା ଆତ୍ମା ଦେଉଥିବା ଈଶ୍ବର” (ଦେଖ: rc://*/ta/man/translate/figs-metonymy)