or_tn/rev/22/03.md

880 B
Raw Permalink Blame History

There will no longer be any curse

ସମ୍ଭାବିତ ଅର୍ଥଗୁଡିକ ୧) “ସେଠାରେ କଦାପି କୌଣସି ଲୋକ ରହିବ ନାହିଁ, ଯାହାକୁ ଈଶ୍ବର ଅଭିଶାପ ଦେବେ” କିମ୍ବା ) “ସେଠାରେ ଈଶ୍ବରଙ୍କ ଅଭିଶାପ ଅଧିନରେ ଥିବା କୌଣସି ଲୋକ ରହିବ ନାହିଁ”

his servants will serve him

“ତାହାଙ୍କ” ଓ “ତାହାଙ୍କୁ”ର ସମ୍ଭାବିତ ଅର୍ଥ ଗୁଡିକ ୧) ଉଭୟ ଶବ୍ଦ ପିତା ଈଶ୍ବରଙ୍କୁ ବୁଝାଏ, କିମ୍ବା ) ଉଭୟ ଶବ୍ଦ ଉଭୟ ଈଶ୍ବର ଓ ମେଷଶାବକଙ୍କୁ ବୁଝାଏ, ଯେଉଁମାନେ ଏକତ୍ର ଶାସନ କରନ୍ତି I