or_tn/rev/21/24.md

642 B

The nations will walk

“ଜାତିଗଣ” ଶବ୍ଦ ଏକ ରୂପକ ଅଟେ, ଯାହା ସେହି ଦେଶ ଗୁଡିକରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I ଏଠାରେ “ଗମନାଗମନ” ଏକ ରୂପକ ଅଟେ, ଯାହା “ଜୀବନଯାପନ”କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ବିଭିନ୍ନ ଦେଶମାନଙ୍କରୁ ଲୋକମାନେ ଆସି ବାସ କରିବେ” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-metaphor]])