or_tn/rev/21/10.md

577 B

carried me away in the Spirit

ଏଠାରେ ଅବସ୍ଥିତି ବଦଳି ଯାଉଛି ଯେତେବେଳେ ଯୋହନଙ୍କୁ ଏକ ଉଚ୍ଚ ପର୍ବତକୁ ନିଆ ଯାଉଛି, ଯେଉଁଠାରୁ ସେ ଯିରୂଶାଲମ ନଗରୀକୁ ଦେଖି ପାରିବେ I ଦେଖ ତୁମେ ଏହି ବାକ୍ୟାଂଶକୁ କିପରି ପ୍ରକାଶିତ ବାକ୍ୟ ୧୭:୩ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/figs-metaphor)