or_tn/rev/20/13.md

1.0 KiB

The sea gave up the dead ... Death and Hades gave up the dead

ଏଠାରେ ଯୋହନ ସମୁଦ୍ର, ମୃତ୍ୟୁ ଓ ପାତାଳ ବିଷୟରେ କହୁଛନ୍ତି ଯେପରି ସେମାନେ ଜୀବିତ ଲୋକମାନେ ଅଟନ୍ତି I (ଦେଖ:rc://*/ta/man/translate/figs-personification)

the dead were judged

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ମୃତଲୋକମାନଙ୍କ ବିଚାର କଲେ” (ଦେଖ:rc://*/ta/man/translate/figs-activepassive)

Hades

ଏଠାରେ “ପାତାଳ” ରୂପକ ଭାବରେ ଏକ ସ୍ଥାନକୁ ବୁଝାଏ, ଯେଉଁଠାରେ ଅବିଶ୍ବାସୀମାନେ ମୃତ୍ୟୁପରେ ଯାଇ ଈଶ୍ବରଙ୍କ ବିଚାର ନିମନ୍ତେ ଅପେକ୍ଷା କରନ୍ତି I (ଦେଖ:rc://*/ta/man/translate/figs-metonymy)