or_tn/rev/20/04.md

1.8 KiB

General Information:

ଏହା ଯୋହନଙ୍କ ଦର୍ଶନର ପରବର୍ତ୍ତୀ ଅଂଶ I ସେ ଅକସ୍ମାତ୍ ଦେଖିଥିବା ସିଂହାସନସମୂହ ଓ ବିଶ୍ବାସୀମାନଙ୍କ ଆତ୍ମାଗଣର ବର୍ଣ୍ଣନା କରୁଛନ୍ତି I

who had been given authority to judge

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ଯେଉଁମାନଙ୍କୁ ବିଚାର କରିବା ନିମନ୍ତେ ଅଧିକାର ଦେଇଥିଲେ” (ଦେଖ:rc://*/ta/man/translate/figs-activepassive)

who had been beheaded

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନଙ୍କ ମସ୍ତକ ଅନ୍ୟମାନେ ଚ୍ଛେଦନ କରିଥିଲେ” (ଦେଖ:rc://*/ta/man/translate/figs-activepassive)

for the testimony about Jesus and for the word of God

କାରଣ ସେମାନେ ଯୀଶୁଙ୍କ ବିଷୟରେ ସତ୍ୟ ଓ ଈଶ୍ବରଙ୍କ ବାକ୍ୟ ବିଷୟରେ ସତ୍ୟ କହିଥିଲେ

for the word of God

ଏହି ପଦ ଗୁଡିକ ଈଶ୍ବରଙ୍କଠାରୁ ପ୍ରାପ୍ତ ବାର୍ତ୍ତାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଶାସ୍ତ୍ର ବିଷୟରେ ସେମାନେ ଯାହା ଶିକ୍ଷା ଦେଲେ” (ଦେଖ:rc://*/ta/man/translate/figs-metonymy)

They came to life

ସେମାନେ ଜୀବିତ ହୋଇ ଫେରି ଆସିଲେ କିମ୍ବା “ସେମାନେ ପୁନର୍ବାର ଜୀବିତ ହେଲେ”