or_tn/rev/19/10.md

16 lines
1.8 KiB
Markdown

# I fell down at his feet
ଏହାର ଅର୍ଥ ଯୋହନ ଉଦ୍ଦେଶ୍ୟମୂଳକଭାବରେ ଉବୁଡ଼ ହୋଇ ପଡିଲେ ଓ ସମ୍ମାନ କିମ୍ବା ସମର୍ପଣର ଚିହ୍ନ ସ୍ବରୂପେ ଆପଣାକୁ ଲମ୍ବାଇ ଦେଲେ I ଏହି କର୍ମ, ସମ୍ମାନ ଓ ସେବା କରିବାର ଇଚ୍ଛାକୁ ପ୍ରଦର୍ଶନ କରିବା ନିମନ୍ତେ ଉପାସନାର ଏକ ମୁଖ୍ୟ ଅଂଶ ଅଟେ I[ପ୍ରକାଶିତ ବାକ୍ୟ ୧୯:୩](../19/03.md)ର ଟିପ୍ପଣୀ ଦେଖ I
# your brothers
ଏଠାରେ “ଭ୍ରାତୃଗଣ” ଶବ୍ଦ ପୁରୁଷ ଓ ସ୍ତ୍ରୀ ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I
# who hold the testimony about Jesus
ଏଠାରେ ଧରି ରଖିବାର ଅର୍ଥ ବିଶ୍ବାସ କରିବା କିମ୍ବା ଘୋଷଣା କରିବା ବୁଝାଏ I ଅନ୍ୟଏକ ଅନୁବାଦରେ: “ଯେଉଁମାନେ ଯୀଶୁଙ୍କ ବିଷୟରେ ସତ୍ୟ କହନ୍ତି” (ଦେଖ: [[rc://*/ta/man/translate/figs-metaphor]])
# for the testimony about Jesus is the spirit of prophecy
ଏଠାରେ “ଭାବବାଣୀର ଆତ୍ମା” ଈଶ୍ବରଙ୍କ ପବିତ୍ରଆତ୍ମାଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “କାରଣ ଈଶ୍ବରଙ୍କ ଆତ୍ମା, ଯେ କି ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ ସତ୍ୟ କହିବା ନିମନ୍ତେ ଶକ୍ତି ପ୍ରଦାନ କରନ୍ତି” (ଦେଖ: [[rc://*/ta/man/translate/figs-explicit]])