or_tn/rev/19/08.md

984 B

She was permitted to be dressed in bright and clean fine linen

ଏଠାରେ “ସେ” ଈଶ୍ବରଙ୍କ ଲୋକମାନଙ୍କୁ ବୁଝାଏ I ଯୋହନ ଈଶ୍ବରଙ୍କ ଲୋକମାନଙ୍କ ଧାର୍ମିକ କାର୍ଯ୍ୟକଳାପ ବିଷୟରେ କହନ୍ତି ଯେପରି ସେଗୁଡିକ ଶୁଭ୍ର ଓ ପରିଷ୍କୃତ ପୋଷକ ଯାହା ଜଣେ କନ୍ୟା ଆପଣା ବିବାହ ଦିନରେ ପରିଧାନ କରନ୍ତି I ତୁମେ ଏହାକୁ କର୍ତ୍ତୃବାଚ୍ୟରେ କହିପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ତାହାକୁ ଏକ ଶୁଭ୍ର ଓ ପରିଷ୍କୃତ ସୂକ୍ଷ୍ମ ପୋଷାକ ପରିଧାନ କରିବାକୁ ଦେଲେ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-activepassive]])