or_tn/rev/19/05.md

16 lines
1.5 KiB
Markdown

# a voice came out from the throne
ଏଠାରେ ଯୋହନ “ଶବ୍ଦ” ବିଷୟରେ କହୁଛନ୍ତି ଯେପରି ଏହା ଜଣେ ବ୍ୟକ୍ତି ଥିଲେ I ଅନ୍ୟଏକ ଅନୁବାଦରେ: “କେହିଜଣେ ସିଂହାସନଠାରୁ କହିଲେ” (ଦେଖ: [[rc://*/ta/man/translate/figs-personification]])
# Praise our God
ଏଠାରେ “ଆମ୍ଭମାନଙ୍କ” ଶବ୍ଦ କହୁଥିବା ଲୋକ ଓ ଈଶ୍ବରଙ୍କ ସମସ୍ତ ଦାସମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-inclusive]])
# you who fear him
ଏଠାରେ “ଭୟ” ଶବ୍ଦ ଈଶ୍ବରଙ୍କୁ ନିକଟରେ ଭୀତ ହେବା ବିଷୟକୁ ବୁଝାଏ ନାହିଁ, ମାତ୍ର ତାହାଙ୍କୁ ସମ୍ମାନ କରିବା ବିଷୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଯେଉଁମାନେ ସମସ୍ତେ ତାହାଙ୍କ ସମ୍ମାନ କରନ୍ତି” (ଦେଖ: [[rc://*/ta/man/translate/figs-explicit]])
# both the unimportant and the powerful
ବକ୍ତା ଜଣକ ସମସ୍ତ ଈଶ୍ବରଙ୍କ ଲୋକମାନଙ୍କୁ ବୁଝାଇବା ନିମନ୍ତେ ଏହି ଶବ୍ଦଗୁଡିକ ବ୍ୟବହାର କରୁଅଛନ୍ତି I (ଦେଖ: [[rc://*/ta/man/translate/figs-merism]])