4 lines
789 B
Markdown
4 lines
789 B
Markdown
# In her the blood of prophets and saints was found, and the blood of all who have been killed on the earth
|
|
|
|
ସେଠାରେ ରକ୍ତର ସନ୍ଧାନ ମିଳିବାର ଅର୍ଥ ଯେ ସେହି ସ୍ଥାନର ଲୋକମାନେ ଲୋକମାନଙ୍କୁ ବଧ କରିବାରେ ଦୋଷୀ ଥିଲେ I ଅନ୍ୟଏକ ଅନୁବାଦରେ: “ଭାବବାଦୀମାନଙ୍କୁ ଓ ବିଶ୍ବାସୀମାନଙ୍କୁ ଏବଂ ଜଗତରେ ବଧ କରାଯାଇଥିବା ଅନ୍ୟ ସମସ୍ତ ଲୋକମାନଙ୍କୁ ବଧ କରିବାରେ ବାବିଲ ଦୋଷୀ ଅଟେ” (ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-metonymy]])
|