or_tn/rev/18/23.md

2.2 KiB

General Information:

“ତୁମ୍ଭେ,” “ତୁମ୍ଭର” ଓ “ତାହାର” ଶବ୍ଦଗୁଡିକ ବାବିଲକୁ ବୁଝାଏ I

Connecting Statement:

ଚକିପଥର ନିକ୍ଷେପ କରିଥିବା ଦୂତ କଥା କହିବା ଶେଷ କରୁଛନ୍ତି I

The voices of the bridegroom and the bride will not be heard in you anymore

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ବାବିଲରେ ଆଉ କେହି କେବେହେଁ ବରକନ୍ୟାଙ୍କ ଆନନ୍ଦର ସ୍ବର ଶୁଣିବେ ନାହିଁ” (ଦେଖ: rc://*/ta/man/translate/figs-activepassive)

will not be heard in you anymore

ଏଠାରେ ଶୁଣା ନ ଯିବାର ଅର୍ଥ ସେମାନେ ଆଉ ରହିବେ ନାହିଁ I ଅନ୍ୟଏକ ଅନୁବାଦରେ: “ତୁମ୍ଭ ନଗରୀରେ ଆଉ କେହି ରହିବେ ନାହିଁ” (ଦେଖ: rc://*/ta/man/translate/figs-metonymy)

your merchants were the princes of the earth

ଗୁରୁତ୍ବପୂର୍ଣ୍ଣ ଓ ମହାନ୍ ଲୋକମାନଙ୍କ ବିଷୟରେ ଦୂତ କହୁଛନ୍ତି ଯେପରି ସେମାନେ ରାଜପୁତ୍ରଗଣ ଥିଲେ I ଅନ୍ୟଏକ ଅନୁବାଦରେ: “ତୁମ୍ଭର ବଣିକମାନେ ପୃଥିବୀର ରାଜପୁତ୍ରଗଣ ସଦୃଶ ଥିଲେ” କିମ୍ବା “ତୁମ୍ଭର ବଣିକମାନେ ଜଗତରେ ସବୁଠାରୁ ମହାନ୍ ଲୋକମାନେ ଥିଲେ” (ଦେଖ: rc://*/ta/man/translate/figs-metaphor)

the nations were deceived by your sorcery

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭର ମାୟାବଳରେ ତୁମ୍ଭେ ଜାତିଗଣର ଲୋକମାନଙ୍କୁ ଭ୍ରାନ୍ତ କରିଥିଲ” (ଦେଖ: rc://*/ta/man/translate/figs-activepassive)