or_tn/rev/18/21.md

1.5 KiB

Connecting Statement:

ଅନ୍ୟଜଣେ ଦୂତ ବାବିଲ ବିଷୟରେ କହିବାକୁ ଆରମ୍ଭ କରୁଛନ୍ତି I ପୂର୍ବରୁ କହିଥିବା ଦୂତଠାରୁ ଏ ଭିନ୍ନ ଜଣେ ଦୂତ ଅଟନ୍ତି I

millstone

ଶସ୍ୟ ଚୁର୍ଣ୍ଣ କରିବା ନିମନ୍ତେ ବ୍ୟବହୃତ ହେଉଥିବା ଏକ ବୃହତ୍ ଚକିପଥର

Babylon, the great city, will be thrown down with violence and will not be seen anymore

ଈଶ୍ବର ସେହି ନଗରୀକୁ ସମ୍ପୂର୍ଣ୍ଣରୂପେ ବିନାଶ କରିବେ I ଏହାକୁ କର୍ତ୍ତୃବାଚ୍ୟାରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମହାନଗରୀ ବାବିଲକୁ ଈଶ୍ବର ପ୍ରଚଣ୍ଡଭାବରେ ନିକ୍ଷେପ କରିବେ ଓ ଆଉ ତାହାର ସ୍ଥିତି ରହିବ ନାହିଁ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-activepassive]])

will not be seen anymore

ଅନ୍ୟକେହି ତାହାକୁ ଦେଖିବ ନାହିଁ I ଦେଖାଯିବ ନାହିଁର ଅର୍ଥ ଯେ ତାହାର ଅସ୍ତିତ୍ବ ଆଉ ରହିବ ନାହିଁ I ଅନ୍ୟଏକ ଅନୁବାଦରେ: “ଏହା ଆଉ ରହିବ ନାହିଁ” (ଦେଖ: rc://*/ta/man/translate/figs-metonymy)