or_tn/rev/18/20.md

726 B

God has brought your judgment on her

ବିଶେଷ୍ୟ ପଦ “ପ୍ରତିଶୋଧ” ଶବ୍ଦକୁ “ପ୍ରତିଶୋଧ ନେବା” କ୍ରିୟାଭାବରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭମାନଙ୍କ ନିମନ୍ତେ ଈଶ୍ବର ତାହାର ପ୍ରତିଶୋଧ ନେଇଅଛନ୍ତି” କିମ୍ବା “ସେ ତୁମ୍ଭମାନଙ୍କ ପ୍ରତି ମନ୍ଦ କର୍ମ କରିଥିବାରୁ ଈଶ୍ବର ତାହାର ପ୍ରତିଶୋଧ ନେଇଅଛନ୍ତି” (ଦେଖ: rc://*/ta/man/translate/figs-abstractnouns)