or_tn/rev/18/17.md

659 B

whose living is made from the sea

“ସମୁଦ୍ରରୁ” ବାକ୍ୟାଂଶ ସେମାନେ ସମୁଦ୍ରରେ ଯାହା କରୁଥିଲେ, ତାହାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେମାନଙ୍କ ଜୀବିକା ଅର୍ଜନ ନିମନ୍ତେ ସମୁଦ୍ରରେ ଗତାୟାତ କରୁଥିଲେ” କିମ୍ବା “ବ୍ୟବସାୟ କରିବା ନିମନ୍ତେ ସମୁଦ୍ରରେ ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିଲେ” (ଦେଖ: rc://*/ta/man/translate/figs-metonymy)