or_tn/rev/18/15.md

1.2 KiB

General Information:

ଏହି ପଦ ଗୁଡିକରେ “ତାହା” ଶବ୍ଦ ବାବିଲ ମହାନଗରୀକୁ ବୁଝାଏ I

because of the fear of her torment

ଗୁଣବାଚକ ବିଶେଷ୍ୟ “ଭୟ” ଓ “ଯନ୍ତ୍ରଣା”କୁ ହଟାଇବା ନିମନ୍ତେ ଏହାକୁ ପୁନର୍ବାର କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କାରଣ ଈଶ୍ବର ତାହାକୁ ଯେପରି ଯନ୍ତ୍ରଣା ଦେଇଥିଲେ, ସେ ସେମାନଙ୍କୁ ସେପରି ଯନ୍ତ୍ରଣା ଦେବା ସଦୃଶ ଭୟଭୀତ ହେବେ” କିମ୍ବା “କାରଣ ସେ ଯେପରି ଦୁଃଖଭୋଗ କରୁଅଛି. ସେପରି ଦୁଃଖଭୋଗ କରିବାକୁ ଭୟଭୀତ ହେବ” (ଦେଖ: rc://*/ta/man/translate/figs-abstractnouns)

weeping and mourning loudly

ବଣିକମାନେ ଏହା କରୁଥିବେ I ଅନ୍ୟଏକ ଅନୁବାଦରେ: ‘ଆଉ ସେମାନେ କ୍ରନ୍ଦନ ଓ ଶୋକ କରିବେ”