or_tn/rev/18/13.md

475 B

cinnamon

ଏକ ମସଲା, ଯାହା ସୁଗନ୍ଧ ଦେଇଥାଏ ଓ ଏକ ନିର୍ଦ୍ଦିଷ୍ଟ ପ୍ରକାର ବୃକ୍ଷର ବକଳରୁ ଆସିଥାଏ

spice

ଏକ ପଦାର୍ଥ ଯାହା ଖାଦ୍ୟକୁ ସୁସ୍ବାଦୁ କରିବା ନିମନ୍ତେ କିମ୍ବା ତୈଳକୁ ସୁଗନ୍ଧିତ କରିବା ନିମନ୍ତେ ବ୍ୟବହାର କରାଯାଏ