or_tn/rev/18/08.md

778 B

her plagues will come

ଭବିଷ୍ୟତରେ ରହିଥିବା ବିଷୟକୁ ଆଗାମୀ ବିଷୟ କୁହାଯାଏ I (ଦେଖ: rc://*/ta/man/translate/figs-metaphor)

She will be consumed by fire

ଅଗ୍ନିଦ୍ବାରା ଦଗ୍ଧହେବା ବିଷୟକୁ ଅଗ୍ନିଦ୍ବାରା ଗ୍ରାସିତହେବା ସଦୃଶ କୁହାଯାଏ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଅଗ୍ନି ତାହାକୁ ସମ୍ପୂର୍ଣ୍ଣରୂପେ ଦଗ୍ଧ କରିବ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-activepassive]])