or_tn/rev/18/07.md

1.4 KiB

Connecting Statement:

ସେହି ସ୍ବର ସ୍ବର୍ଗରୁ ବାବିଲ ବିଷୟରେ କହିବାକୁ ଲାଗିଲା ଯେପରି ସେ ଜଣେ ସ୍ତ୍ରୀଲୋକ ଥିଲା I

she glorified herself

ବାବିଲର ଲୋକମାନେ ଆପଣା ଆପଣାର ଗୌରବ କଲେ

For she says in her heart

ଏଠାରେ “ମନ” ଜଣେ ବ୍ୟକ୍ତିର ଚିନ୍ତା ବା ଭାବନାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “କାରଣ ସେ ମନେ ମନେ କହିଅଛି” (ଦେଖ: rc://*/ta/man/translate/figs-metonymy)

I am seated as a queen

ସେ ଆପଣାକୁ ଜଣେ ଅଧିକାର ପ୍ରାପ୍ତ ଶାସନକର୍ତ୍ତା ସଦୃଶ ଦାବୀ କରୁଅଛି I (ଦେଖ: rc://*/ta/man/translate/figs-simile)

I am not a widow

ସେ ସୂଚାଇ ଦେଉଅଛି ଯେ ସେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହେବ ନାହିଁ I

I will never see mourning

ଶୋକ ଅନୁଭବ କରିବା ବିଷୟକୁ ଶୋକ ଦେଖିବା ସଦୃଶ ବୋଲି କୁହାଯାଏ I ଅନ୍ୟଏକ ଅନୁବାଦରେ: “ମୁଁ କେବେ ଶୋକ କରିବି ନାହିଁ” (ଦେଖ: rc://*/ta/man/translate/figs-metaphor)