or_tn/rev/18/05.md

8 lines
1.0 KiB
Markdown

# Her sins have piled up as high as heaven
ସ୍ବର ବାବିଲର ପାପ ବିଷୟରେ କହେ ଯେପରି ସେଗୁଡିକ ବସ୍ତୁ ଥିଲେ, ଯାହାକୁ ଏକତ୍ର କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତାହାର ପାପସବୁ ଏତେ ଅଧିକ ଯେ ତାହା ଏକ ରାଶି ସଦୃଶ ସ୍ବର୍ଗ ପର୍ଯ୍ଯନ୍ତ ଉଠିଅଛି”(ଦେଖ: [[rc://*/ta/man/translate/figs-metaphor]])
# has remembered
“ଚିନ୍ତା କଲେ” କିଅବା “ମନଯୋଗ କରିବାକୁ ଲାଗିଲେ I” ଏହାର ଅର୍ଥ ନୁହେଁ ଯେ ଈଶ୍ବର କିଛି ପାସୋରି ଯାଇଥିବା ବିଷୟକୁ ସ୍ମରଣ କଲେ I ଦେଖ ତୁମେ “ସ୍ମରଣରେ ଆଣିଲେ”କୁ କିପରି [ପ୍ରକାଶିତ ବାକ୍ୟ ୧୬:୧୯](../16/19.md)ରେ ଅନୁବାଦ କରିଅଛ I