or_tn/rev/18/04.md

811 B

General Information:

“ସେ” ଓ “ତାହାର” ସର୍ବନାମ ଗୁଡିକ ବାବିଲ ମହାନଗରୀକୁ ବୁଝାଏ, ଯାହାକୁ ଯେପରି ଏକ ବେଶ୍ୟା ସଦୃଶ କୁହାଯାଇଛି I (ଦେଖ: rc://*/ta/man/translate/figs-personification)

Connecting Statement:

ସ୍ବର୍ଗରୁ ଆଉଏକ ସ୍ବର କହିବାକୁ ଆରମ୍ଭ କଲା I

another voice

“ସ୍ବର” ଶବ୍ଦ କହୁଥିବା ବ୍ୟକ୍ତିଙ୍କୁ ବୁଝାଏ, ଯାହା ସମ୍ଭବତଃ ଯୀଶୁ ଅବା ପିତା ହୋଇପାରନ୍ତି I ଅନ୍ୟଏକ ଅନୁବାଦରେ: “କେହି ଜଣେ” (ଦେଖ: rc://*/ta/man/translate/figs-metonymy)