or_tn/rev/17/17.md

2.1 KiB

For God has put it into their hearts to carry out his purpose by agreeing to give ... until God's words are fulfilled

ସେମାନେ ସେମାନଙ୍କର କ୍ଷମତାକୁ ପଶୁକୁ ଦେବା ନିମନ୍ତେ ଏକମନା ହେବେ, କିନ୍ତୁ ଏହା ନୁହେଁ ଯେ ସେମାନେ ଈଶ୍ବରଙ୍କ ଆଜ୍ଞା ପାଳନ କରିବାକୁ ଇଚ୍ଛା କରିବେ I ଅନ୍ୟଏକ ଅନୁବାଦରେ: “କାରଣ ଈଶ୍ବର ସେମାନଙ୍କ ମନରେ ପ୍ରବୃତ୍ତି ଦେଲେ ଯେ ସେମାନେ ତାହା ତାହାକୁ ଦାନ କରିବେ ...ଈଶ୍ବରଙ୍କ ବାକ୍ୟ ସଫଳ ହେବା ପର୍ଯ୍ୟନ୍ତ, ଓ ଏହା କରିବା ଦ୍ବାରା ସେମାନେ ଈଶ୍ବରଙ୍କ ଅଭିପ୍ରାୟ ସିଦ୍ଧ କରିବେ”

God has put it into their hearts

ଏଠାରେ “ହୃଦୟ” ଅଭିଳାଷକୁ ବୁଝାଏ I ସେମାନେ କିଛି କରିବାକୁ ଇଚ୍ଛା କରନ୍ତୁ ବୋଲି ପ୍ରେରଣା ଦେବା ବିଷୟକୁ ସେମାନଙ୍କ ମନରେ ପ୍ରବୃତ୍ତି ଦେବା ବିଷୟ ସଦୃଶ ବୋଲି କୁହାଯାଏ I ଅନ୍ୟଏକ ଅନୁବାଦରେ: “ଈଶ୍ବର ସେମାନେ ଇଚ୍ଛା କରନ୍ତୁ ବୋଲି ପ୍ରବୃତ୍ତି ଦେଲେ” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-metaphor]])

power to rule

କ୍ଷମତା କିମ୍ବା “ରାଜକୀୟ କ୍ଷମତା”

until God's words are fulfilled

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ଯାହା ଘଟିବ ବୋଲି କହିଥିଲେ, ତାହା ସଫଳ ହେବା ପର୍ଯ୍ୟନ୍ତ” (ଦେଖ: rc://*/ta/man/translate/figs-activepassive)