or_tn/rev/17/16.md

575 B

make her desolate and naked

ତାହାର ସବୁ କିଛି ଚୋରିକରି ତାହାକୁ ଉଚ୍ଛିନ୍ନ କରିବେ

they will devour her flesh

ତାହାକୁ ସମ୍ପୂର୍ଣ୍ଣ ବିନାଶ କରିବା ବିଷୟକୁ ତାହାର ସବୁ ମାଂସ ଭକ୍ଷଣ କରିବା ସଦୃଶ କୁହାଯାଇଛି I “ସେମାନେ ତାହାକୁ ସମ୍ପୂର୍ଣ୍ଣଭାବରେ ବିନାଶ କରିବେ” (ଦେଖ: rc://*/ta/man/translate/figs-metaphor)