or_tn/rev/17/14.md

1.2 KiB

the Lamb

ଏକ “ମେଷଶାବକ” ଏକ ମେଷ ଛୁଆ I ଏଠାରେ ତାହା ଖ୍ରୀଷ୍ଟଙ୍କ ନିଦର୍ଶନଭାବରେ ବ୍ୟବହାର କରାଯାଇଛି I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୫:୬ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/writing-symlanguage)

the called ones, the chosen ones, and the faithful ones

ଏହା ଲୋକମାନଙ୍କ ଏକ ଗୋଷ୍ଠୀକୁ ବୁଝାଏ I “ଆହୂତ” ଓ “ମନୋନୀତ” ଶବ୍ଦଗୁଡିକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଆହୂତ, ମନୋନୀତ ଓ ବିଶ୍ବସ୍ତ ଲୋକମାନେ” କିମ୍ବା “ଆପଣା ପ୍ରତି ବିଶ୍ବସ୍ତ ଥିବା ଯେଉଁ ଲୋକମାନଙ୍କୁ ଈଶ୍ବର ଆହ୍ବାନ ଓ ମନୋନୟନ କରି ଅଛନ୍ତି” (ଦେଖ: rc://*/ta/man/translate/figs-activepassive)