or_tn/rev/17/12.md

812 B

Connecting Statement:

ଦୂତ ଯୋହନଙ୍କୁ କଥା କହିବା ଜାରି ରଖିଛନ୍ତି I ଏଠାରେ ସେ ପଶୁର ଦଶ ଶୃଙ୍ଗର ଅର୍ଥକୁ ବୁଝାଉଛନ୍ତି I

for one hour

ଯଦି ତୁମର ଭାଷା ଦିନକୁ ୨୪ ଘଣ୍ଟାରେ ବିଭକ୍ତ କରୁ ନଥାଏ, ତେବେ ତୁମେ ବୁଝି ହେଉଥିବା ଏକ ଅଧିକ ସାଧାରଣ ଚିନ୍ତାଧାରା ବ୍ୟବହାର କରି ପାରିବ I ଅନ୍ୟଏକ ଅନୁବାଦରେ: “ଅଳ୍ପ ସମୟ ନିମନ୍ତେ” କିମ୍ବା “ଦିନର କିଛିଅଳ୍ପ ଅଂଶ ନିମନ୍ତେ” (ଦେଖ: rc://*/ta/man/translate/translate-unknown)