or_tn/rev/17/10.md

1.4 KiB

Five kings have fallen

ଦୂତ ମରିବା ବିଷୟକୁ ପତିତ ବୋଲି କହୁଛନ୍ତି I ଅନ୍ୟଏକ ଅନୁବାଦରେ: ପାଞ୍ଚ ଜଣ ରାଜା ମରିଗଲେ” (ଦେଖ: rc://*/ta/man/translate/figs-metaphor)

one exists

ଜଣେ ରାଜା ବର୍ତ୍ତମାନ ଅଛନ୍ତି କିମ୍ବା “ଜଣେ ରାଜା ବର୍ତ୍ତମାନ ଜୀବିତ ଅଛନ୍ତି”

the other has not yet come; when he comes

ଏପର୍ଯ୍ୟନ୍ତ ନାହାନ୍ତି କୁ ଏପର୍ଯ୍ୟନ୍ତ ଆସିନାହାନ୍ତି ବୋଲି କୁହାଯାଇଛି I ଅନ୍ୟଏକ ଅନୁବାଦରେ: “ଅନ୍ୟ ଜଣେ ଏପର୍ଯ୍ୟନ୍ତ ରାଜା ହୋଇ ନାହାନ୍ତି; ଯେତେବେଳେ ସେ ରାଜା ହେବେ” (ଦେଖ: rc://*/ta/man/translate/figs-metaphor)

he can remain only for a little while

ଦୂତ କେହିଜଣେ ରାଜା ହୋଇଥିବା ବିଷୟରେ କହୁଛନ୍ତି ଯେପରି ସେ ଏକ ରାଜ ପ୍ରାସାଦରେ ରହୁଛନ୍ତି I ଅନ୍ୟଏକ ଅନୁବାଦରେ: “ସେ କେବଳ ଅଳ୍ପକାଳ ନିମନ୍ତେ ରାଜା ହେବ” (ଦେଖ: rc://*/ta/man/translate/figs-metaphor)