or_tn/rev/17/09.md

1.4 KiB

Connecting Statement:

ଦୂତ କହିବା ଜାରି ରଖିଛନ୍ତି I ଏଠାରେ ସେହି ସ୍ତ୍ରୀଲୋକ ଉପବିଷ୍ଟା ଥିବା ପଶୁର ସପ୍ତ ମସ୍ତକର ଅର୍ଥ ବୁଝାଉଛନ୍ତି I

This calls for a mind that has wisdom

ଗୁଣବାଚକ ବିଶେଷ୍ୟ “ମନ” ଓ “ବୁଦ୍ଧି” କୁ “ଚିନ୍ତା କରିବା” ଓ “ବୁଦ୍ଧିମାନ” କିମ୍ବା “ବୁଦ୍ଧିର ସହିତ” ଶବ୍ଦଗୁଡିକ ସହ ପ୍ରକାଶ କରାଯାଇ ପାରିବ I କାହିଁକି ଏକ ବୁଦ୍ଧିବିଶିଷ୍ଟ ମନ ଆବଶ୍ୟକ, ତାହା ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଏହା ବୁଝିବା ସକାଶେ ଏକ ବୁଦ୍ଧିବିଶିଷ୍ଟ ମନ ଆବଶ୍ୟକ” କିମ୍ବା “ଏହା ବୁଝିବା ସକାଶେ ତୁମକୁ ବୁଦ୍ଧିର ସହିତ ଚିନ୍ତା କରିବାକୁ ହେବ” (ଦେଖ: [[rc:///ta/man/translate/figs-abstractnouns]] ଓ [[rc:///ta/man/translate/figs-explicit]])

This calls for

ଏହି ସ୍ଥଳରେ ଆବଶ୍ୟକ

The seven heads are seven hills

ଏଠାରେ “ବୁଝାଏ”ର ଅର୍ଥ “ଅଟେ” କିମ୍ବା “ନିଦର୍ଶନ I”