or_tn/rev/16/20.md

578 B

Connecting Statement:

ଏହା ଈଶ୍ବରଙ୍କ କ୍ରୋଧର ସପ୍ତମ ପାତ୍ରର ଅଂଶ ବିଶେଷ ଅଟେ I

the mountains were no longer found

ପର୍ବତଗଣକୁ ଦେଖିବାର ଅକ୍ଷମତା ଏକ ଚିନ୍ତାଧାରା ଅଟେ ଯାହା ପ୍ରକାଶ କରେ ଯେ ଆଉ କୌଣସି ପର୍ବତ ନଥିଲା I ଅନ୍ୟଏକ ଅନୁବାଦରେ: “ଆଉ କୌଣସି ପର୍ବତ ନଥିଲା” (ଦେଖ: rc://*/ta/man/translate/figs-metonymy)