or_tn/rev/16/16.md

636 B

They brought them together

ସେହି ଶୟତାନର ଆତ୍ମାମାନେ ରାଜା ଓ ସେମାନଙ୍କ ସୈନ୍ୟଗଣକୁ ଏକତ୍ର କରି ଆଣିଲେ

the place that is called

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଲୋକେ ସେହି ସ୍ଥାନକୁ କହନ୍ତି” (ଦେଖ:rc://*/ta/man/translate/figs-activepassive)

Armageddon

ଏହା ଏକ ସ୍ଥାନର ନାମ ଅଟେ I (ଦେଖ:rc://*/ta/man/translate/translate-names)